ବର୍ଷେ ପରେ ପୋଖରୀରୁ କୁମ୍ଭୀର ଉଦ୍ଧାର କଲା ବନ ବିଭାଗ : ଗ୍ରାମବାସୀଙ୍କୁ ମିଳିଲା ଆଶ୍ୱସ୍ତି

ବନ୍ତଳା: ଅନୁଗୁଳ ବ୍ଲକ ପୁରୁଣାକୋଟ ଗାଁ ନିକଟରେ ଥିବା ପୋଖରୀ ମଧ୍ୟରେ ବର୍ଷେ ହେଲା ଏକ ମଗର ପ୍ରଜାତିର କୁମ୍ଭୀର ରହିଥିଲା। ଫଳରେ ପୁରୁଣାକୋଟ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ପୋଖରୀରେ ଗାଧୋଉଥିଲେ। ଗଣମାଧ୍ୟମରେ କ୍ରମାଗତ ଭାବେ ଖବର ପ୍ରକାଶିତ ହେଲା ପରେ ସାତକୋଶିଆ ଅଭୟାରଣ୍ୟ କର୍ତ୍ତୃପକ୍ଷ ରବିବାର ଜାଲ ଦ୍ୱାରା କୁମ୍ଭୀରକୁ ପୋଖରୀରୁ ଉଦ୍ଧାର କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ମହାନଦୀରେ ଗତବର୍ଷ … Continue reading ବର୍ଷେ ପରେ ପୋଖରୀରୁ କୁମ୍ଭୀର ଉଦ୍ଧାର କଲା ବନ ବିଭାଗ : ଗ୍ରାମବାସୀଙ୍କୁ ମିଳିଲା ଆଶ୍ୱସ୍ତି